ବିଜୟ ଉତ୍ସବ ବେଳେ ଦଳର ଶକ୍ତ ପ୍ରହାର! ଭାଇସ୍-ଚେୟାରମ୍ୟାନ୍ ନିର୍ବାଚନ ପରେ ବିଜେଡିର ବଡ଼ ଆକ୍ସନ୍ ପୌର ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ଓ କାଉନସିଲର ଶ୍ରମିତା ପାଢ଼ୀ ନିଲମ୍ବିତ
ରାୟଗଡ଼ା, ୩୦/୦୯/୨୦୨୬: ରାୟଗଡ଼ା ପୌର ରାଜନୀତିରେ ଉପାଧ୍ୟକ୍ଷ ଉପନିର୍ବାଚନ ପରେ ଦେଖାଦେଇଛି ନୂଆ ମୋଡ଼। ଗୋଟିଏ ପଟେ ନିର୍ବାଚନର ବିଜୟ…